ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj

ଅଲ୍‌‌ଟ୍ରାଟେକ୍ ୱେଦର୍ ପ୍ରୋ ଡବ୍ଲ୍ୟୁପି+୨୦୦: ଏକ ୱାଟରପ୍ରୁଫିଙ୍ଗ୍ ଲିକ୍ୱିଡ୍

ଆର୍ଦ୍ରତା ଯେକୌଣସି ବାଟ ଦେଇ ଦେଖାଦେଇପାରେ, ଯାହା ମଧ୍ୟରେ ଛାତ, ଫାଉଣ୍ଡେସନ୍, କାନ୍ଥ ଏପରିକି ବାଥ୍‌‌ରୁମ୍ ଅନ୍ତର୍ଭୁକ୍ତ । ଅଲ୍‌‌ଟ୍ରାଟେକ୍ ୱେଦର୍ ପ୍ରୋ ଡବ୍ଲ୍ୟୁପି+୨୦୦ ପ୍ରଡକ୍ଟ ଅଲ୍‌‌ଟ୍ରାଟେକ୍ ରିସର୍ଚ୍ଚ ଲ୍ୟାବ୍ ଦ୍ୱାରା ତିଆରି କରାଯାଇଥିବା ଏକ ୱାଟରପ୍ରୁଫିଙ୍ଗ ଲିକ୍ୱିଡ୍ ଅଟେ ।

logo

ସିମେଣ୍ଟ ସହିତ ଡବ୍ଲ୍ୟୁପି+୨୦୦ ବ୍ୟବହାର କରନ୍ତୁ ଏବଂ ଆପଣଙ୍କ ଘରର ସବୁ ଜାଗାକୁ ଉଚ୍ଚମାନର ୱାଟରପ୍ରୁଫିଙ୍ଗ ସୁରକ୍ଷା ଯୋଗାନ୍ତୁ । ଏହାର ନିଆରା ୱାଟର ବ୍ଲକ୍ ଟେକ୍ନୋଲୋଜି କଂକ୍ରିଟ୍‌‌, ପ୍ଲାଷ୍ଟର ଏବଂ ମୋର୍ଟାରରେ ରହିଥିବା ଛୋଟ ଛୋଟ ଛିଦ୍ରଗୁଡ଼ିକୁ ବନ୍ଦ କରି କ୍ୟାପିଲାରୀଗୁଡ଼ିକର ପରସ୍ପର-ସଂଯୋଗିତାକୁ ଭାଙ୍ଗି ଦେଇଥାଏ ଏବଂ ଜଳର ଭେଦନକୁ ହ୍ରାସ କରିଥାଏ ।



ଡବ୍ଲ୍ୟୁପି+୨୦୦ର ବ୍ୟବହାର

ୱେଦର୍ ପ୍ରୋ ଡବ୍ଲ୍ୟୁପି+୨୦୦, ୱାଟରପ୍ରୁଫିଙ୍ଗ ଲିକ୍ୱିଡ୍‌‌କୁ ପ୍ଲାଷ୍ଟର, ମୋର୍ଟାର ଏବଂ କଂକ୍ରିଟ୍‌‌ରେ ମିଶାଯାଇପାରିବ । ଫାଉଣ୍ଡେସନରୁ ଫିନିଶିଂ ପର୍ଯ୍ୟନ୍ତ ଏହାକୁ ନିର୍ମାଣର ଯେକୌଣସି ପର୍ଯ୍ୟାୟରେ ବ୍ୟବହାର କରାଯାଇପାରିବ ।

ଡବ୍ଲ୍ୟୁପି+୨୦୦କୁ ବିବିଧ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରେ:





ଡବ୍ଲ୍ୟୁପି+୨୦୦ର ଲାଭ





ସର୍ବୋତ୍ତମ ଫଳାଫଳ ପାଇଁ ୱେଦର୍ ପ୍ରୋ ଡବ୍ଲ୍ୟୁପି+୨୦୦ ଇଣ୍ଟିଗ୍ରାଲ୍ ୱାଟରପ୍ରୁଫିଙ୍ଗ୍ ଲିକ୍ୱିଡ୍ ବ୍ୟବହାର କରିବାର ସଠିକ୍ ପଦ୍ଧତି





ଧ୍ୟାନରେ ରଖନ୍ତୁ: ଫ୍ଲେକ୍ସ କିମ୍ବା ହାଇଫ୍ଲେକ୍ସ ବ୍ୟବହାର କରି ଆପଣଙ୍କ ଘରର ଉଚ୍ଚ ଆଶଙ୍କା ପ୍ରବଣ ସ୍ଥାନଗୁଡ଼ିକୁ ଦ୍ୱିଗୁଣିତ ସୁରକ୍ଷା ଯୋଗାନ୍ତୁ



ବାରମ୍ବାର ପଚରାଯାଉଥିବା ପ୍ରଶ୍ନ

ଆର୍ଦ୍ରତା ଘରର ଯେକୌଣସି ସ୍ଥାନରେ ପ୍ରବେଶ କରିପାରେ । ଏହା କାନ୍ଥ ଏବଂ ଛାତ ମାଧ୍ୟମରେ ଦ୍ରୁତ ଗତିରେ ଘର ସାରା ବ୍ୟାପିଯାଇପାରେ । ଏହା ଘରର ଫାଉଣ୍ଡେସନରୁ ମଧ୍ୟ ପ୍ରବେଶ କରିପାରିବ ଏବଂ କାନ୍ଥସାରା ବ୍ୟାପିଯାଇପାରିବ ।

ଆର୍ଦ୍ରତା ଆର୍‌‌‌ସିସିରେ ଷ୍ଟିଲ୍‌‌କୁ କ୍ଷୟପ୍ରାପ୍ତ କରିଥାଏ, ଯାହାଫଳରେ ଫାଟ ସୃଷ୍ଟି ହୁଏ ଏବଂ ଆପଣଙ୍କ ଘରର ଢାଞ୍ଚାର ସୁଦୃଢ଼ତା ହ୍ରାସିତ ହୁଏ । ଏହା ଢାଞ୍ଚାକୁ ଭିତରୁ ଦୁର୍ବଳ କରି ମଧ୍ୟ ଢାଞ୍ଚାଗତ କ୍ଷତିର କାରଣ ସାଜିଥାଏ । ଦୁର୍ଭାଗ୍ୟବଶତଃ, ଯେତେବେଳେ ଆର୍ଦ୍ରତା ଆଖିକୁ ଦୃଶ୍ୟମାନ ହୁଏ, ସେତେବେଳକୁ ତାହା କ୍ଷୟକ୍ଷତି କରିସାରିଥାଏ ।

ଆର୍ଦ୍ରତା ଆପଣଙ୍କ ଘରର ଢାଞ୍ଚାକୁ ଫମ୍ପା ଓ ଦୁର୍ବଳ କରିଦିଏ ଓ ଢାଞ୍ଚାର ଅଖଣ୍ଡତା ଓ ସ୍ଥାୟିତ୍ୱ ବିପଦପ୍ରବଣ ହୁଏ । ଥରେ ପ୍ରବେଶ କରିଗଲେ, ସେଥିରୁ ମୁକ୍ତି ପାଇବା କଷ୍ଟକର । ୱାଟରପ୍ରୁଫିଙ୍ଗ୍‌‌ ଉପଚାର, ରଙ୍ଗ କିମ୍ବା ଡିଷ୍ଟେମ୍ପର୍‌‌ର ପତଳା, ସୁରକ୍ଷାତ୍ମକ ଆସ୍ତରଣ ଖୁବ୍ ଶୀଘ୍ର ଛାଲ ଭଳି ଉତୁରିଯାଇଥାଏ ଏବଂ ତାହା କେବଳ ଏକ ଅସ୍ଥାୟୀ ସମାଧାନ ହୋଇଥାଏ । ପୁନଃ ପ୍ଲାଷ୍ଟରିଂ ଏବଂ ପୁନଃ ରଙ୍ଗକରଣ କେବଳ ସ୍ୱଳ୍ପ ମିଆଦୀ ସମାଧାନ ହୋଇଥାଏ । ଏହି କାରଣରୁ, ନିଜ ଘରକୁ ଆର୍ଦ୍ରତାରୁ ସୁରକ୍ଷିତ କରିବା ପାଇଁ ଏକ ପ୍ରତିରୋଧାତ୍ମକ ପଦକ୍ଷେପ ଗ୍ରହଣ କରିବା ପରାମର୍ଶଯୋଗ୍ୟ ଅଟେ ।

ଆର୍ଦ୍ରତା ଯେକୌଣସି ବାଟ ଦେଇ ଆପଣଙ୍କ ଘର ମଧ୍ୟକୁ ପ୍ରବେଶ କରିପାରେ, ଚଟାଣ, ଛାତ, କାନ୍ଥ, ଏପରିକି ଫାଉଣ୍ଡେସନ୍ । ତେଣୁ, ନିଜ ଘରର ସୁଦୃଢ଼ତା ଏବଂ ସ୍ଥାୟିତ୍ୱକୁ ଆର୍ଦ୍ରତାରୁ ସୁରକ୍ଷିତ ରଖିବା ପାଇଁ ଆପଣ ନିଜର ସମଗ୍ର ଘରକୁ ଅଲ୍‌‌ଟ୍ରାଟେକ୍ ୱେଦର୍ ପ୍ଲସ୍ ‌ସହିତ ନିର୍ମାଣ କରିବା ଉଚିତ୍ । ଏହା ଜଳକୁ ବିକର୍ଷିତ କରିଥାଏ ଏବଂ ଆର୍ଦ୍ରତାକୁ ଆପଣଙ୍କ ଘର ମଧ୍ୟକୁ ପ୍ରବେଶ କରିବା ବିରୁଦ୍ଧରେ ବର୍ଦ୍ଧିତ ସୁରକ୍ଷା ଯୋଗାଇଥାଏ ଓ ଏହାର ଢାଞ୍ଚାଗତ ଅଖଣ୍ଡତାକୁ ବଜାୟ ରଖିଥାଏ ।

ଜଳପ୍ରବାହ ବ୍ରୋସର |

ଆବେଦନ ଗାଇଡ୍ |

ଆମର ଷ୍ଟୋର ଲୋକେଟର୍ |



Loading....