ଅଲ୍‌ଟ୍ରାଟେକ୍ କ୍ରାକ୍ ଫିଲର୍

ଅଲ୍ଟ୍ରାଟେକ୍ କ୍ରାକ୍ ଫିଲର୍ ପେଷ୍ଟର ପରିଚୟ (କ୍ରାକ୍ ସିଲାଣ୍ଟ)

ସିମେଣ୍ଟ ଆଧାରିତ
ବହୁମୁଖୀ ଉପଯୋଗ
ଛାଲି ଛାଡ଼ିବା ନିରୋଧୀ

ଚାରିଟି ଲୋକପ୍ରିୟ ରଙ୍ଗ ଓ ସ୍ୱଚ୍ଛ ବର୍ଣ୍ଣରେ ଉପଲବ୍ଧ

ହ୍ୱାଇଟ୍

ଲାଇଟ୍ ୟେଲୋ

ଟ୍ରାନ୍ସପାରେଣ୍ଟ

ଲାଇଟ୍ ବ୍ଲ୍ୟୁ

କ୍ରିମ୍

୫୦ ଗ୍ରାମ୍ ଓ ୯୦ ଗ୍ରାମ୍ ପ୍ୟାକ୍‌‌ରେ ଉପଲବ୍ଧ

୫୦ ଗ୍ରାମ୍ ଓ ୯୦ ଗ୍ରାମ୍ ପ୍ୟାକ୍‌‌ରେ ଉପଲବ୍ଧ

୪୦ ଗ୍ରାମ୍ ଓ ୭୦ ଗ୍ରାମ୍ ପ୍ୟାକ୍‌‌ରେ ଉପଲବ୍ଧ

୫୦ ଗ୍ରାମ୍ ଓ ୯୦ ଗ୍ରାମ୍ ପ୍ୟାକ୍‌‌ରେ ଉପଲବ୍ଧ

୫୦ ଗ୍ରାମ୍ ଓ ୯୦ ଗ୍ରାମ୍ ପ୍ୟାକ୍‌‌ରେ ଉପଲବ୍ଧ

୫୦ ଗ୍ରାମ୍ ଓ ୯୦ ଗ୍ରାମ୍ ପ୍ୟାକ୍‌‌ରେ ଉପଲବ୍ଧ

୫୦ ଗ୍ରାମ୍ ଓ ୯୦ ଗ୍ରାମ୍ ପ୍ୟାକ୍‌‌ରେ ଉପଲବ୍ଧ

୪୦ ଗ୍ରାମ୍ ଓ ୭୦ ଗ୍ରାମ୍ ପ୍ୟାକ୍‌‌ରେ ଉପଲବ୍ଧ

୫୦ ଗ୍ରାମ୍ ଓ ୯୦ ଗ୍ରାମ୍ ପ୍ୟାକ୍‌‌ରେ ଉପଲବ୍ଧ

୫୦ ଗ୍ରାମ୍ ଓ ୯୦ ଗ୍ରାମ୍ ପ୍ୟାକ୍‌‌ରେ ଉପଲବ୍ଧ

ଫାଟ, ଯୋଡ଼େଇ, କଣାକୁ ଭରିବା ଓ ଆହୁରି ଅନେକ କାର୍ଯ୍ୟରେ ବହୁମୁଖୀ ଉପଯୋଗ

୪ଟି ସହଜ ପଦକ୍ଷେପରେ ନିଜେ କରନ୍ତୁ


ପଦକ୍ଷେପ ୧
ଶୁଖିଲା କପଡ଼ାରେ ପୃଷ୍ଠଭାଗକୁ ସଫା କରନ୍ତୁ


ପଦକ୍ଷେପ ୨
ବ୍ୟବହାର ପୂର୍ବରୁ ଟ୍ୟୁବ୍‌‌କୁ ଭଲଭାବେ ହଲାଇଦିଅନ୍ତୁ


ପଦକ୍ଷେପ ୩
ଟ୍ୟୁବ୍‌‌କୁ ଚିପି ଫାଟଗୁଡ଼ିକୁ ଭରନ୍ତୁ


ପଦକ୍ଷେପ ୪
ଠିପି ସାହାଯ୍ୟରେ ଭରିଥିବା ସ୍ଥାନକୁ ସମାନ କରନ୍ତୁ ଓ ଅତିରିକ୍ତ ପେଷ୍ଟକୁ ଓଦା କପଡ଼ାରେ ପୋଛିଦିଅନ୍ତୁ

  • କଡ଼ଗୁଡ଼ିକରେ ଲାଗିଥିବା ଅତିରିକ୍ତ ପେଷ୍ଟକୁ ଆପ୍ଲିକେଟର୍ କିମ୍ବା ଓଦା କପଡ଼ା ସାହାଯ୍ୟରେ ପୋଛିଦିଅନ୍ତୁ ।
  • ବୋତଲର ଠିପିକୁ ଭଲଭାବେ ଲଗାନ୍ତୁ ଓ ତାହାକୁ ଏକ ଥଣ୍ଡା ଓ ଶୁଖିଲା ଜାଗାରେ ରଖନ୍ତୁ ।
  • ଆମର ପରାମର୍ଶ ଯେ, ବ୍ୟବହାର ପରେ ଆପ୍ଲିକେଟର୍ ଠିପିକୁ ପାଣି କିମ୍ବା କପଡ଼ା ସାହାଯ୍ୟରେ ସଫା କରିଦିଅନ୍ତୁ ।
  • ପ୍ରୟୋଗ କରିବା ପରେ ପୃଷ୍ଠକୁ ୨୪ ଘଣ୍ଟା ପାଇଁ ଶୁଖିବାକୁ ଦିଅନ୍ତୁ ।

  • କେବଳ ୪ ମିମି ପର୍ଯ୍ୟନ୍ତ ସରୁ ପୃଷ୍ଠଭାଗ ଫାଟଗୁଡ଼ିକୁ ଭରିବା ପାଇଁ ଉପଯୁକ୍ତ । କେବଳ ଘର ଭିତରେ ବ୍ୟବହାର ପାଇଁ ।
  • ବଡ଼ ଏବଂ ଷ୍ଟ୍ରକ୍ଚରାଲ୍ ଫାଟ କିମ୍ବା ଭାର ବହନ କରୁଥିବା ସଂରଚନାର ଫାଟ/ପ୍ରୟୋଗ ପାଇଁ କଦାପି ବ୍ୟବହାର କରନ୍ତୁ ନାହିଁ ।
  • ସ୍ୱଚ୍ଛ ବା ଟ୍ରାନ୍ସପାରେଣ୍ଟ କିସମଟି ପ୍ରୟୋଗର ୨ ଦିନ ପରେ ସ୍ୱଚ୍ଛ/ପାରଦର୍ଶୀ ହୋଇଯାଇଥାଏ ।
  • ଚୂଡ଼ାନ୍ତ ପ୍ରୟୋଗ ପୂର୍ବରୁ ପ୍ରଥମେ ଏକ ଛୋଟ ଫାଟରେ ଲଗାଇ ପରୀକ୍ଷା କରିନିଅନ୍ତୁ ।
  • ଉତ୍ପାଦନର ୨୪ ମାସ ପୂର୍ବରୁ ବ୍ୟବହାର କରିବା ସର୍ବୋତ୍ତମ । ସର୍ବୋତ୍ତମ ଫଳାଫଳ ପାଇଁ ଖୋଲିବାର ୬ ମାସ ମଧ୍ୟରେ ବ୍ୟବହାର କରନ୍ତୁ ।

ଆପଣଙ୍କର ନିକଟତମ ସିମେଣ୍ଟ କିମ୍ବା ହାର୍ଡୱେର୍ ଷ୍ଟୋରରୁ ଆଜି ହିଁ କିଣନ୍ତୁ

ଅଲ୍‌ଟ୍ରାଟେକ୍ କ୍ରାକ୍ ଫିଲର୍ ସମ୍ପର୍କରେ ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ

ବ୍ୟବହାରର ନିୟମ ଓ ସର୍ତ୍ତାବଳୀ ପାଇଁ ଏଠାରେ କ୍ଲିକ୍ କରନ୍ତୁ

ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ