ହୋମ୍ ବିଲଡିଂ ଗାଇଡ୍
ଆମର ପ୍ରଡକ୍ଟସ୍
ଉପାଦେୟ ଟୁଲ୍ସ
ହୋମ୍ ବିଲଡିଂ ଗାଇଡ୍
ଆମର ପ୍ରଡକ୍ଟସ୍
ଅଲ୍ଟ୍ରାଟେକ୍ ବିଲଡିଂ ପ୍ରଡକ୍ଟସ୍
ସିମେଣ୍ଟ ସହିତ ଡବ୍ଲ୍ୟୁପି+୨୦୦ ବ୍ୟବହାର କରନ୍ତୁ ଏବଂ ଆପଣଙ୍କ ଘରର ସବୁ ଜାଗାକୁ ଉଚ୍ଚମାନର ୱାଟରପ୍ରୁଫିଙ୍ଗ ସୁରକ୍ଷା ଯୋଗାନ୍ତୁ । ଏହାର ନିଆରା ୱାଟର ବ୍ଲକ୍ ଟେକ୍ନୋଲୋଜି କଂକ୍ରିଟ୍, ପ୍ଲାଷ୍ଟର ଏବଂ ମୋର୍ଟାରରେ ରହିଥିବା ଛୋଟ ଛୋଟ ଛିଦ୍ରଗୁଡ଼ିକୁ ବନ୍ଦ କରି କ୍ୟାପିଲାରୀଗୁଡ଼ିକର ପରସ୍ପର-ସଂଯୋଗିତାକୁ ଭାଙ୍ଗି ଦେଇଥାଏ ଏବଂ ଜଳର ଭେଦନକୁ ହ୍ରାସ କରିଥାଏ ।
ୱେଦର୍ ପ୍ରୋ ଡବ୍ଲ୍ୟୁପି+୨୦୦, ୱାଟରପ୍ରୁଫିଙ୍ଗ ଲିକ୍ୱିଡ୍କୁ ପ୍ଲାଷ୍ଟର, ମୋର୍ଟାର ଏବଂ କଂକ୍ରିଟ୍ରେ ମିଶାଯାଇପାରିବ । ଫାଉଣ୍ଡେସନରୁ ଫିନିଶିଂ ପର୍ଯ୍ୟନ୍ତ ଏହାକୁ ନିର୍ମାଣର ଯେକୌଣସି ପର୍ଯ୍ୟାୟରେ ବ୍ୟବହାର କରାଯାଇପାରିବ ।
ଡବ୍ଲ୍ୟୁପି+୨୦୦କୁ ବିବିଧ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରେ: