ନିର୍ମାଣ କାର୍ଯ୍ୟ ପାଇଁ ସର୍ବୋତ୍ତମ ସିମେଣ୍ଟ କିପରି ଚୟନ କରିବେ?
ଆପଣଙ୍କ ନିର୍ମାଣ କାର୍ଯ୍ୟ ପାଇଁ ସର୍ବୋତ୍ତମ ସିମେଣ୍ଟ ଚୟନ କରିବା ପାଇଁ, ନିମ୍ନଲିଖିତ କଥାଗୁଡ଼ିକୁ ଜାଣିବା ଓ ଧ୍ୟାନରେ ରଖିବା ଜରୁରୀ ଅଟେ:
୩୫ଟି ସହରରେ ଅବସ୍ଥିତ ୧୦୦ରୁ ଅଧିକ ରେଡି ମିକ୍ସ କଂକ୍ରିଟ୍ (ଆର୍ଏମ୍ସି) କାରଖାନା ସହିତ ଅଲ୍ଟ୍ରାଟେକ୍ ଦେଶର ସର୍ବବୃହତ୍ତ ସିମେଣ୍ଟ ଏବଂ କଂକ୍ରିଟ୍ ନିର୍ମାତା ଅଟେ । ଏହା ସହିତ, ଆମେ ଗ୍ରାହକଙ୍କ ବିଶେଷ ଆବଶ୍ୟକତାକୁ ପୂରଣ କରିବା ପାଇଁ ସ୍ପେଶାଲିଟି କଂକ୍ରିଟ୍ ଉତ୍ପାଦଗୁଡ଼ିକର ବର୍ଗମାଳା ମଧ୍ୟ ଯୋଗାଇଥାଉ । ଆମ ଉତ୍ପାଦଗୁଡ଼ିକ ମଧ୍ୟରେ ନିମ୍ନଲିଖିତ ପ୍ରକାର ସିମେଣ୍ଟ ଅନ୍ତର୍ଭୁକ୍ତ - ଅର୍ଡିନାରୀ ପୋର୍ଟଲାଣ୍ଡ ସିମେଣ୍ଟ, ପୋର୍ଟଲାଣ୍ଡ ପୋଜ୍ଜୋଲାନା ସିମେଣ୍ଟ ଏବଂ ପୋର୍ଟଲାଣ୍ଡ ବ୍ଲାଷ୍ଟ ଫର୍ନେସ୍ ସ୍ଲାଗ୍ ସିମେଣ୍ଟ ।