ଅଲଟ୍ରାଟେକ୍ ସିମେଣ୍ଟରେ ସବୁଠାରୁ ମୂଲ୍ୟବାନ ସମ୍ବଳ ଏହାର କର୍ମଚାରୀଗଣ ଅଟନ୍ତି। ଏହି ବିଶାଳ ‘ଟ୍ୟାଲେଣ୍ଟ ପୁଲ୍’ ସହିତ ସମ୍ପର୍କକୁ ମଜବୁତ କରି ଅଲଟ୍ରାଟେକ୍ ସେମାନଙ୍କୁ ଏପରି ପରିବେଶରେ ସୁଯୋଗରେ ଭରପୂର ଦୁନିଆ ପ୍ରଦାନ କରିବାରେ ବିଶ୍ୱାସ ରଖିଥାଏ, ଯାହା ପୋଷକ ପ୍ରଦାୟକ ଏବଂ ସଶକ୍ତୀକରଣ ପ୍ରଦାୟକ ହୋଇଥିବ ।
ଅଲଟ୍ରାଟେକ୍ ରେ ଆପଣ ନିଜେ ହିଁ ନିଜ ସଫଳତାର ମାର୍ଗକୁ ନିର୍ଦ୍ଧାରଣ କରିଥାନ୍ତି...
ଅଲଟ୍ରାଟେକ୍ ସିମେଣ୍ଟରେ ନିଜ କର୍ମଚାରୀମାନଙ୍କ ପାଇଁ ଏକ ପରିପୂର୍ଣ୍ଣ କ୍ୟାରିୟର୍ କୁ ସୁନିଶ୍ଚିତ କରି ଆମେ ‘ସୁଯୋଗର ଦୁନିଆ’କୁ ଜୀବନ୍ତ କରିବା ଉପରେ ବିଶ୍ୱାସ କରିଥାଉ ।
ଏକ ବିଶ୍ୱସ୍ତରୀୟ ସମୂହ ରୂପେ ଆମେ ବିଭିନ୍ନ କ୍ଷେତ୍ର, ଭୌଗୋଳିକ ପରିସ୍ଥିତି ଏବଂ କାର୍ଯ୍ୟରେ କ୍ୟାରିୟର୍ ର ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରିଥାଉ ।
ଆମର ଲୋକମାନେ ଅଲଟ୍ରାଟେକ୍ ରେ ନିଜକୁ ସୁଯୋଗରେ ଭରପୁର ଦୁନିଆରେ ପାଇ ଗର୍ବ ଅନୁଭବ କରିଥାନ୍ତି ।
ସେମାନେ କ’ଣ କହନ୍ତି ଦେଖନ୍ତୁ...