Step No.1
ଉତ୍ତପ୍ତ ଏବଂ ଶୁଷ୍କ ଅଞ୍ଚଳରେ :
- ଖରା ଘରକୁ ଉତ୍ତପ୍ତ କରିଦେଇଥାଏ । ତେଣୁ, ଛାତକୁ ପେଣ୍ଟିଂ କରିବା ଏବଂ ତାହାକୁ ଏକ ଉତ୍ତାପ-ପ୍ରତିଫଳକ ରଙ୍ଗରେ ପ୍ଲାଷ୍ଟରିଂ କରିବା ଦ୍ୱାରା ତାପ ଅବଶୋଷଣରେ ସହାୟତା ମିଳିଥାଏ ।
- ମୁଖ୍ୟ ଦ୍ୱାର ଉତ୍ତର-ଦକ୍ଷିଣ ଦିଗ ଆଡ଼କୁ ମୁହଁ କରିବା ଆବଶ୍ୟକ । ଅତ୍ୟଧିକ ସୂର୍ଯ୍ୟକିରଣକୁ ଏଡ଼ାଇବା ପାଇଁ, ପଶ୍ଚିମ ଦିଗକୁ ମୁହେଁଇଥିବା କବାଟ ଓ ଝରକା ତିଆରି କରନ୍ତୁ ନାହିଁ ।
- ଫମ୍ପା କଂକ୍ରିଟ୍ ବ୍ଲକ୍ ଉତ୍ତମ ଇନସୁଲେଶନ୍ ଯୋଗାଇଥାଏ, ଯାହା ଘର ଭିତର ତାପମାତ୍ରାକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରେ ।
- ଭେଣ୍ଟିଲେଶନ୍ ଓ କ୍ରସ୍ ଭେଣ୍ଟିଲେଶନ୍ ପ୍ରଣାଳୀକୁ ଯତ୍ନର ସହିତ ପ୍ଲାନ୍ କରନ୍ତୁ