ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj


ଅଲଟ୍ରାଟେକ୍ ରେ ଆମେ ଚ୍ୟାଲେଞ୍ଜକୁ ପସନ୍ଦ କରୁ, କଠିନ ପରିଶ୍ରମ କରୁ, ହାଇ-ଫାଇଭ୍ ଓ ସେଲିବ୍ରେଟ୍ କରୁ । ଆମେ ରିସ୍କ ନେଉ, ଶୀଘ୍ର ଶିଖୁ ଓ ଆମେମାନେ ହେଉଛି ନିଜ ନିଜ କ୍ଷେତ୍ରର ଜଣେ ବିଶେଷଜ୍ଞ । ମିଳିମିଶି ଆମେ, ସିମେଣ୍ଟ ଉଦ୍ୟୋଗର ପରିଭାଷା ବଦଳାଉଛୁ



ତୁମର ରିଜ୍ୟୁମ୍ ଅପଲୋଡ୍ କର |

ଦୟାକରି ଭବିଷ୍ୟତ ସୁଯୋଗଗୁଡ଼ିକ ପାଇଁ ନିଜର ରିଜ୍ୟୁମ୍ ଅପଲୋଡ୍ କରନ୍ତୁ, କିମ୍ବା ଅନ୍ୟାନ୍ୟ ବ୍ୟବସାୟରେ ଚାକିରି ଆବିଷ୍କାର କରନ୍ତୁ ।


ସାମ୍ପ୍ରତିକ ଖାଲିପଦବୀ



ଜନସ୍ୱାର୍ଥ ନିମନ୍ତେ ସତର୍କ ସୂଚନା

  • ଅଲଟ୍ରାଟେକ୍ ସିମେଣ୍ଟ ଲିମିଟେଡ୍ ଏବଂ ତାହାର ଆସୋସିଏଟ୍/ସଦସ୍ୟ କମ୍ପାନୀ ଚାକିରି ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କଠାରୁ କୌଣସି ଅର୍ଥରାଶି ଦାବି କିମ୍ବା ଗ୍ରହଣ କରି ନ ଥାନ୍ତି ।
  • ସର୍ଭିସ୍ ଚାର୍ଜ କିମ୍ବା ସିକ୍ୟୁରିଟି ଡିପୋଜିଟ୍ କିମ୍ବା ପ୍ରୋସେସିଂ ଫି କିମ୍ବା ବ୍ୟାକଗ୍ରାଉଣ୍ଡ ଭେରିଫିକେଶନ୍ ଖର୍ଚ୍ଚ କିମ୍ବା ଅନ୍ୟ କୌଣସି ଆକାରରେ, ଫେରସ୍ତଯୋଗ୍ୟ କିମ୍ବା ଅଣଫେରସ୍ତଯୋଗ୍ୟ ଅର୍ଥରାଶି ବଦଳରେ ଚାକିରିର ଅଫର୍ ମିଥ୍ୟା ଓ ଠକାମି ବୋଲି ବିବେଚନା କରାଯିବା ଆବଶ୍ୟକ । 
  • ଆମ ତରଫରୁ ଚାକିରି ଅଫର୍ ସମ୍ବଳିତ ମେଲ୍ ରେ ଆମର ଡୋମେନ୍ ନାମ ରହିବ, ଉଦାହରଣ @adityabirla.com । ଦୟାକରି ପ୍ରତିଷ୍ଠିତ କମ୍ପାନୀର ଛଦ୍ମବେଶରେ ନିଜକୁ ଉପସ୍ଥାପିତ କରୁଥିବା ଏବଂ ନକଲି URL ବ୍ୟବହାର କରି ଠକାମିରେ ଲିପ୍ତ ବ୍ୟକ୍ତିମାନଙ୍କ ପ୍ରତି ସାବଧାନ । ତେଣୁ, ସର୍ବଦା ଇମେଲ୍ ଆଇଡି ଯାଞ୍ଚ ଓ ସତ୍ୟାପିତ କରନ୍ତୁ ।
  • ଚାକିରିର ଯାଚନା କରୁଥିବା, ସାକ୍ଷାତକାର ତାରିଖ ସମ୍ବଳିତ ଏବଂ ବ୍ୟକ୍ତିଗତ ବିବରଣୀ ମାଗୁଥିବା, ବିଶେଷ କରି Gmail/Yahoo/Hotmail/Live ଡୋମେନ୍ ରେ ସମାପ୍ତ ହେଉଥିବା ଇମେଲ୍ ଆଇଡିକୁ କପି କରାଯାଇଥିବା ଯେକୌଣସି ମେଲ୍ ପ୍ରତି ସାବଧାନ ରୁହନ୍ତୁ ।
  • ଯଦି ଚାକିରି ଆବେଦନକାରୀଙ୍କୁ କୌଣସି ଆକାରରେ ଅର୍ଥ ବିନିମୟରେ ଚାକିରି ଦିଆଯିବାର ଅଫର୍ ଦିଆଯାଏ; କିମ୍ବା ଯଦି ସେ ଠକାମିରେ ଲିପ୍ତ ବ୍ୟକ୍ତିଙ୍କୁ ଅର୍ଥରାଶି ଦେଇ ଚାକିରି ଅଫର୍ କୁ ଗ୍ରହଣ କରିନେଇଥାନ୍ତି, ତେବେ ଅଲଟ୍ରାଟେକ୍ ସିମେଣ୍ଟ ଲିମିଟେଡ୍ ତାହାର କୌଣସି ପରିଣତି ପାଇଁ ଦାୟୀ ରହିବ ନାହିଁ ।
  • ଦୟାକରି ଏପରି ଅଫରଗୁଡ଼ିକ ପ୍ରତି ସତର୍କ ରୁହନ୍ତୁ, ଏବଂ ଏ ସମ୍ପର୍କରେ ଆମର ୱେବସାଇଟ୍ www.ultratechcement.com ଜରିଆରେ ଆମକୁ ସୂଚିତ କରନ୍ତୁ ଏବଂ ଆପଣ ଆଇନ ପ୍ରଣୟନ ଏଜେନ୍ସି/ପୋଲିସ ନିକଟରେ ଏ ସଂକ୍ରାନ୍ତରେ ଅଭିଯୋଗ ମଧ୍ୟ ଦାଏର କରିପାରନ୍ତି ।
  • ଉଚିତ ମନେ କରୁଥିବା ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଅଧିକାର ଆମ ନିକଟରେ ସଂରକ୍ଷିତ ।

ମାନବ ସମ୍ବଳ ବିଭାଗ
ଅଲଟ୍ରାଟେକ୍ ସିମେଣ୍ଟ ଲିମିଟେଡ୍, ମୁମ୍ବାଇ

Loading....