ୱାଟରପ୍ରୁଫିଙ୍ଗ୍ ପଦ୍ଧତିଗୁଡ଼ିକ, ମଡେର୍ଣ୍ଣ କିଚେନ୍ ଡିଜାଇନ୍ସ, ହୋମ୍ ପାଇଁ ବାସ୍ତୁ ଉପଦେଶ, Home Construction cost

ସମ୍ପର୍କ କରନ୍ତୁ

ଆପଣଙ୍କର ଉତ୍ତର ଏଠାରେ ପାଆନ୍ତୁ

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |


ଗୋରୁ ଗୁହାଳ (କ୍ୟାଟଲ ଶେଡ୍) ନିର୍ମାଣର ସଠିକ୍ ଉପାୟ

ଗାଈ ଓ ମଇଁଷିଙ୍କ ଭଳି ପୋଷ୍ୟପ୍ରାଣୀଙ୍କ ପାଇଁ ଗୁହାଳ ଅତି ଜରୁରୀ ହୋଇଥାଏ । ନିର୍ମାଣ ଆରମ୍ଭ କରିବା ପୂର୍ବରୁ, ଉତ୍ତମ ଭେଣ୍ଟିଲେଶନ୍, ଗୁହାଳ କାନ୍ଥର ଉଚ୍ଚତା, ଆର୍ଦ୍ରତା ଏଡ଼ାଇବା ପାଇଁ ୱାଟରପ୍ରୁଫିଙ୍ଗ୍ ଏଜେଣ୍ଟର ବ୍ୟବହାର ଏବଂ ଆହୁରି ଅନେକ କଥାକୁ ଧ୍ୟାନରେ ରଖିବା ଜରୁରୀ । ଏହାଫଳରେ ଆପଣ ସାଧାରଣ ତ୍ରୁଟିଗୁଡ଼ିକୁ ଏଡ଼ାଇପାରିବେ ଓ ଏକ ସୁଦୃଢ଼ ମୌଳିକ ସେଟ୍ ଅପ୍ ପାଇପାରିବେ ।

logo

Step No.1

ସର୍ବଦା ମନେରଖନ୍ତୁ, ଗୁହାଳରେ ପ୍ରତ୍ୟେକ ଜୀବ ପାଇଁ ପର୍ଯ୍ୟାପ୍ତ ଖୋଲା ଜାଗା ଓ ବାୟୁର ବ୍ୟବସ୍ଥା ଥିବା ଜରୁରୀ ।

Step No.2

 

ଗୁହାଳର କାନ୍ଥର ଉଚ୍ଚତା ୮ ଫୁଟ ପର୍ଯ୍ୟନ୍ତ ହେବା ଉଚିତ୍ ।

 

Step No.3

ଢାଞ୍ଚାର ଦୃଢ଼ତାକୁ ସୁରକ୍ଷିତ ରଖିବା ତଥା ଆର୍ଦ୍ରତାର ପ୍ରତିରୋଧ କରିବା ପାଇଁ ୱାଟରପ୍ରୁଫିଙ୍ଗ୍ ଏଜେଣ୍ଟ ବ୍ୟବହାର କରାଯିବା ଆବଶ୍ୟକ ।

Step No.4

 

ଦୁର୍ଘଟଣାକୁ ଏଡ଼ାଇବା ପାଇଁ ମେଜିଆ ଖସଡ଼ା-ନିରୋଧୀ ହେବା ଉଚିତ୍ । ଏହାକୁ ଗ୍ରୁଭଡ୍ କଂକ୍ରିଟ୍ କିମ୍ବା ସିମେଣ୍ଟ ଇଟାରେ ତିଆରି କରନ୍ତୁ, ଯାହା ସହଜରେ ସଫା ହୋଇପାରେ ଓ ଶୁଖିପାରେ ।

 

Step No.5

ମେଜିଆର ଗଡ଼ାଣିକୁ ଏପରି ଭାବେ ପ୍ଲାନ୍ କରନ୍ତୁ, ଯାହାଦ୍ୱାରା ପାଣି ସହଜରେ ବୋହିଯିବ ।

Step No.6

ଖରାରୁ ସୁରକ୍ଷା ପାଇବା ତଥା ଉତ୍ତମ ତାପମାତ୍ରା ନିୟନ୍ତ୍ରଣ ପାଇଁ ଛାତରେ ଟାଇଲ୍ସ କିମ୍ବା ସିମେଣ୍ଟ ଶିଟ୍ ଲଗାନ୍ତୁ ।

Step No.7

ନଡ଼ା ପାଇଁ ଏକ କମ୍ପାର୍ଟମେଣ୍ଟ ତିଆରି କରିବା ଭୁଲନ୍ତୁ ନାହିଁ ।

Step No.8

ଗୋବର ଖତ ପାଇଁ ପ୍ରଶସ୍ତ ଗଟର୍ ତିଆରି କରନ୍ତୁ, ଏହାଦ୍ୱାରା ତାହା ରୁଦ୍ଧ ହେବାର ସମ୍ଭାବନା ହ୍ରାସିତ ହୁଏ ।

Step No.9

Doors should be 7 feet wide and 5 feet high, and they should open on the outside. This will help avoid injuries to your livestock.

Step No.10

ଆପଣଙ୍କ ଘର ଓ ଗୁହାଳ ମଧ୍ୟରେ ଯେପରି ପର୍ଯ୍ୟାପ୍ତ ଦୂରତା ରହେ ତାହା ସୁନିଶ୍ଚିତ କରନ୍ତୁ, ଯାହାଦ୍ୱାରା ଗୁହାଳର ଦୁର୍ଗନ୍ଧ ଏବଂ ମାଛି, ଡାଉଁଶ କାରଣରୁ ଘରେ ସମସ୍ୟାକୁ ଏଡ଼ାଇହେବ ।

ଆର୍ଟିକିଲ୍ ଅଂଶୀଦାର କରନ୍ତୁ | :


ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ 




ପରାମର୍ଶିତ ଭିଡିଓଗୁଡିକ |



  ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....