ୱାଟରପ୍ରୁଫିଙ୍ଗ୍ ପଦ୍ଧତିଗୁଡ଼ିକ, ମଡେର୍ଣ୍ଣ କିଚେନ୍ ଡିଜାଇନ୍ସ, ହୋମ୍ ପାଇଁ ବାସ୍ତୁ ଉପଦେଶ, Home Construction cost

ସମ୍ପର୍କ କରନ୍ତୁ

ଆପଣଙ୍କର ଉତ୍ତର ଏଠାରେ ପାଆନ୍ତୁ

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |


ୱାଟରପ୍ରୁଫିଙ୍ଗରେ ସାଧାରଣ ତ୍ରୁଟିଗୁଡ଼ିକ

ନିଜ ଘରକୁ ୱାଟରପ୍ରୁଫ୍ କରିବା ପାଇଁ, ଆପଣଙ୍କୁ ଏହା ସୁନିଶ୍ଚିତ କରିବାକୁ ହେବ ଯେ ଛାତ, କାନ୍ଥ ଓ ଝରକାଗୁଡ଼ିକ ଏପରି ଭାବେ ସିଲ୍ ହୋଇଛି ଯେ ପାଣି କୌଣସି ବାଟେ ମଧ୍ୟ ପ୍ରବେଶ କରିପାରିବ ନାହିଁ । ଯଦି ୱାଟରପ୍ରୁଫିଙ୍ଗ୍ ଠିକ୍ ଭାବେ କରା ନ ହୁଏ, ତେବେ ଆପଣଙ୍କ ଘର ମଧ୍ୟକୁ ଆର୍ଦ୍ରତା ପ୍ରବେଶ କରିପାରେ ଓ ଖୁବ୍ ଶୀଘ୍ର ଆପଣଙ୍କ ଘରର ସୁଦୃଢ଼ତା ପ୍ରତି ସବୁଠାରୁ ବଡ଼ ବିପଦ ଭାବେ ଉଭା ହୋଇପାରେ । ଆସନ୍ତୁ, ନିର୍ମାଣ ସମୟରେ କେତୋଟି ସାଧାରଣ ୱାଟରପ୍ରୁଫିଙ୍ଗ୍ ତ୍ରୁଟିକୁ ବୁଝିବା ।

logo

Step No.1

ପାଣିର କ୍ଷତିକୁ ଅଣଦେଖା କରିବା

-  ଯଦି ପାଣି ଜମି ଦୁର୍ଗନ୍ଧ ଛାଡ଼ୁଥାଏ, ତେବେ ଆପଣଙ୍କ ଘରେ ଲିକେଜ୍ ଅଛି 

- ଏହି ଲିକେଜ୍ ପାଇପ୍ କିମ୍ବା ଝରକା ଓ କାନ୍ଥ ମଧ୍ୟରେ ରହିଥିବା ଫାଙ୍କରେ ରହିଥାଇପାରେ 

- ଲିକେଜକୁ ଅଣଦେଖା କରିବାର ଅର୍ଥ ନିଜ ଘରକୁ ଆର୍ଦ୍ରତାକୁ ନିମନ୍ତ୍ରଣ କରିବା

Step No.2

ଭୁଲ୍ ଗଡ଼ାଣି

- ଯଦି ଭୂମିର ଗଡ଼ାଣି ଆପଣଙ୍କ ଘରର ନିଅଁ ବା ମୂଳଦୁଆ ଆଡ଼କୁ ହୋଇଥାଏ, ତେବେ ତାହା ଚାରିପଟେ ପାଣି ଜମିବ

- ସେହିଭଳି, ଗଡ଼ାଣି ବା ସ୍ଲୋପ୍ ଠିକ୍ ନ ଥିଲେ ଆପଣଙ୍କ ଛାତରୁ ପାଣି ଗଡ଼ିଯିବ ନାହିଁ 

- ଏହାଦ୍ୱାରା ପାଣି ଜମିବା ସହିତ ଆର୍ଦ୍ରତା ସୃଷ୍ଟି ହୋଇଥାଏ

Step No.3

ପ୍ଲାଷ୍ଟର ଏବଂ ସିଲିଂ ପେଷ୍ଟର ବ୍ୟବହାର

-  ପ୍ଲାଷ୍ଟରରେ ଫାଟ କାରଣରୁ ଆମ ଘର ମଧ୍ୟକୁ ଆର୍ଦ୍ରତା ପ୍ରବେଶ କରିଥାଏ । ଏହାକୁ ରୋକିବା ପାଇଁ, ଲୋକମାନେ ପ୍ରାୟତଃ ସିଲିଂ ପେଷ୍ଟ ବ୍ୟବହାର କରିଥାନ୍ତି

- ଏହା ଏକ ଦୀର୍ଘସ୍ଥାୟୀ ସମାଧାନ ନୁହେଁ, କାରଣ ଆର୍ଦ୍ରତା ପୁଣି ଫେରିଆସିଥାଏ

- ସର୍ବଦା ଜଣେ ଅଭିଜ୍ଞ ବୃତ୍ତିଧାରୀଙ୍କଠାରୁ ନିଜ ଘରର ୱାଟରପ୍ରୁଫିଙ୍ଗ୍ କରାନ୍ତୁ, ସର୍ବୋତ୍ତମ ୱାଟରପ୍ରୁଫିଙ୍ଗ୍ ପ୍ରଡକ୍ଟ ବାଛନ୍ତୁ ଏବଂ ନିଜର ପ୍ଲାନିଂକୁ ସଠିକ୍ ରଖନ୍ତୁ

ଆର୍ଟିକିଲ୍ ଅଂଶୀଦାର କରନ୍ତୁ :


ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ 




ପରାମର୍ଶିତ ଭିଡିଓଗୁଡିକ |




  ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....