ହୋମ୍ ବିଲଡିଂ ଗାଇଡ୍
ଆମର ପ୍ରଡକ୍ଟସ୍
ଉପାଦେୟ ଟୁଲ୍ସ
ଆମର ପ୍ରଡକ୍ଟସ୍
ଅଲ୍ଟ୍ରାଟେକ୍ ବିଲଡିଂ ପ୍ରଡକ୍ଟସ୍
ଅଲ୍ଟ୍ରାଟେକ୍ ପ୍ରିମିୟମ୍ ସିମେଣ୍ଟକୁ ବିବିଧ କିସମର ବିଲ୍ଡିଂ ନିର୍ମାଣ ପ୍ରକ୍ରିୟାରେ ବ୍ୟବହାର କରାଯାଇପାରିବ, ଯାହା ମଧ୍ୟରେ ସବୁ ପ୍ରକାର ପିସିସି, ରାଜମିସ୍ତ୍ରୀ କାମ ଏବଂ ପ୍ଲାଷ୍ଟର କାମ ଅନ୍ତର୍ଭୁକ୍ତ । ସଲ୍ଫେଟ୍ ଏବଂ କ୍ଳୋରାଇଡ୍ ଆକ୍ରମଣ ବିରୁଦ୍ଧରେ ଏହାର ଉତ୍କୃଷ୍ଟ ପ୍ରତିରୋଧୀ ଗୁଣ ଯୋଗୁଁ, ଏହା ସାମୁଦ୍ରିକ ଏବଂ ପ୍ରତିକୂଳ ଜଳବାୟୁ ରହିଥିବା ଅଞ୍ଚଳ ପାଇଁ ସର୍ବୋତ୍ତମ ଅଟେ । ଏହାକୁ ଅର୍ଦ୍ଧ-ଭୂତଳ ଏବଂ ପାଣିର ଉତ୍ସ ନିକଟବର୍ତ୍ତୀ ଜାଗାରେ ବିଲ୍ଡିଂ ନିର୍ମାଣ ପାଇଁ ବ୍ୟବହାର କରାଯାଇପାରେ । ଏହାର ଉତ୍କୃଷ୍ଟ ୨୮-ଦିନିଆ କମ୍ପ୍ରେସିଭ୍ ସୁଦୃଢ଼ତା ସହିତ, ଅଲ୍ଟ୍ରାଟେକ୍ ପ୍ରିମିୟମ୍ ଗୁରୁତ୍ୱପୂର୍ଣ୍ଣ କାମ ଯେପରିକି ସ୍ଲାମ୍, କଲମ୍, ବିମ୍ ଏବଂ ରୁଫିଂ ପାଇଁ ସର୍ବୋତ୍ତମ ପସନ୍ଦ ଅଟେ ।
ଅଲ୍ଟ୍ରାଟେକ୍ ସିମେଣ୍ଟ ବ୍ୟାପକ ଭାବେ ବୃହତ୍ କଂକ୍ରିଟ୍ ପ୍ରୟୋଗ, ଯେପରିକି ବିଶାଳକାୟ ଫାଉଣ୍ଡେସନ୍, ଡ୍ୟାମ୍ ଏବଂ କଂକ୍ରିଟ୍ ରୋଡ୍ ଭଳି କାମରେ ବ୍ୟବହୃତ ହୋଇଥାଏ । ସ୍ଲାବ୍, କଲମ୍, ବିମ୍ ଏବଂ ରୁଫିଂ ଭଳି ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ମଧ୍ୟ ଏହା ଆଦର୍ଶ ଅଟେ ।
ଅଲ୍ଟ୍ରାଟେକ୍ ପ୍ରିମିୟମ୍ ନିର୍ମାଣର ସମସ୍ତ ପର୍ଯ୍ୟାୟ ଏବଂ ପ୍ରକାରରେ ବ୍ୟବହୃତ ହେବା ପାଇଁ ଉପଯୁକ୍ତ ଅଟେ । ଫାଉଣ୍ଡେସନକୁ ଆରମ୍ଭ କରି ଫୁଟିଂ, ଇଟାକାମ, ଇଟା ଯୋଡ଼େଇ କାମ, ବ୍ଲକ୍ କାନ୍ଥ, ସ୍ଲାବ୍, ବିମ୍ କିମ୍ବା କଲମ୍, ପ୍ଲାଷ୍ଟରିଂ କଂକ୍ରିଟ୍ ତଥା ଟାଇଲ୍ ବିଛାଇବା ପର୍ଯ୍ୟନ୍ତ ।
ହଁ, ଅଲ୍ଟ୍ରାଟେକ୍ ପ୍ରିମିୟମ୍କୁ ପ୍ଲାଷ୍ଟରିଂ ପାଇଁ ବ୍ୟବହାର କରାଯାଇପାରିବ ଏବଂ ଏହା ଉତ୍ତମ କଭରେଜ୍ ଏବଂ ଫିନିଶିଂ ଯୋଗାଇଥାଏ ।