ହୋମ୍ ବିଲଡିଂ ଗାଇଡ୍
ଆମର ପ୍ରଡକ୍ଟସ୍
ଉପାଦେୟ ଟୁଲ୍ସ
ଆମର ପ୍ରଡକ୍ଟସ୍
ଏହି ସ୍ଫଟିକଗୁଡ଼ିକ ଫଳପ୍ରଦ ଢଙ୍ଗରେ କଂକ୍ରିଟ୍ରେ ରହିଥିବା ଅତି ସୂକ୍ଷ୍ମ ଫାଟ ଓ ରନ୍ଧ୍ରଗୁଡ଼ିକୁ ସିଲ୍ କରି ସିପେଜ୍ ବା ଜଳଭେଦନର ପ୍ରବେଶକୁ ପ୍ରତିବନ୍ଧିତ କରିଥାଏ । ଅଲ୍ଟ୍ରାଟେକ୍ ଆକ୍ୱାସିଲ୍ ସିପେଜ୍ ଏବଂ ଜଳ ପ୍ରବେଶ ସହ ଲଢ଼ିବା ପାଇଁ ବିଲ୍ଡିଂ ଢାଞ୍ଚାକୁ ସାମର୍ଥ୍ୟ ଯୋଗାଇଥାଏ । ଯେବେ ଆମେ ଆପଣଙ୍କୁ ଅସାଧାରଣ ନିର୍ମାଣରେ ସାହାଯ୍ୟ କରିପାରିବୁ ତା’ହେଲେ ମାମୁଲି ନିର୍ମାଣକୁ ନେଇ ସନ୍ତୁଷ୍ଟ କାହିଁକି ହେବେ?