ହୋମ୍ ବିଲଡିଂ ଗାଇଡ୍
ଆମର ପ୍ରଡକ୍ଟସ୍
ଉପାଦେୟ ଟୁଲ୍ସ
ହୋମ୍ ବିଲଡିଂ ଗାଇଡ୍
ଆମର ପ୍ରଡକ୍ଟସ୍
ଅଲ୍ଟ୍ରାଟେକ୍ ବିଲଡିଂ ପ୍ରଡକ୍ଟସ୍
ସର୍ବାଧୁନିକ ୪ର୍ଥ ପିଢ଼ିର ପିସିଇ ସୁପରପ୍ଲାଷ୍ଟିସାଇଜର୍ସ, ଭିସ୍କୋସିଟି ମଡିଫାୟର୍ ଏବଂ ଉଚ୍ଚ କ୍ୱାଲିଟିର ଆଡିଟିଭ୍ ସହିତ ନିର୍ମିତ ଫ୍ରିଫ୍ଲୋ ପ୍ଲସ୍ ସେଲ୍ପ-କମ୍ପାକ୍ଟିଂ ତଥା ଅତ୍ୟନ୍ତ ପ୍ରବାହଯୋଗ୍ୟ (ଫ୍ଲୋଏବଲ୍) ଅଟେ । ଏହା କୌଣସି ଶୂନ୍ୟ ସ୍ଥାନ ନ ଛାଡ଼ି ସମଗ୍ର ଡିଜାଇନ୍ରେ ଏକସମାନ କଂକ୍ରିଟ୍ ସର୍କୁଲେସନକୁ ସୁନିଶ୍ଚିତ କରିଥାଏ । ଅଲ୍ଟ୍ରାଟେକ୍ ଯେବେ ଆପଣଙ୍କୁ ଅସାଧାରଣ ସାମଗ୍ରୀର ବିକଳ୍ପ ଦେଉଛି ତେବେ ମାମୁଲିକୁ କାହିଁକି ବାଛିବେ?