Get In Touch

Get Answer To Your Queries

Select a valid category

Enter a valid sub category

acceptence

ପୂର୍ଣ୍ଣ ଭାରକୁ ହ୍ରାସ କରି ଲାଭଯୋଗ୍ୟତାକୁ ବୃଦ୍ଧି କରେ

ଜଡ଼ ଭାର (ଡେଡ୍ ୱେଟ୍) ନୀରବ ଭାବେ ଆପଣଙ୍କ ଲାଭକୁ ଖାଇଯାଉଛି କି? ଭୁଲମ୍ବ ଭାବେ ବଢ଼ିଚାଲିଥିବା ସହରଗୁଡ଼ିକ ନିର୍ମାଣ ଉଦ୍ୟୋଗରେ ମୂଳଭୁତ ପରିବର୍ତ୍ତନ ଆଣିଛି । ଦକ୍ଷ ଏବଂ ଚିରପୋଷଣକ୍ଷମ ଢାଞ୍ଚା ନିର୍ମାଣ କରିବାର ଆମର ସାମର୍ଥ୍ୟ ଆମ ପ୍ରୋଜେକ୍ଟର ଲାଭଯୋଗ୍ୟତାକୁ ନିର୍ଦ୍ଧାରିତ କରିଥାଏ । ଢାଞ୍ଚାଗତ ଭାରକୁ ଅନକୂଳ କରିବା ଏପରି ଏକ ଅନ୍ୟତମ ଆହ୍ୱାନ ଯାହାର ଆମର ଲାଭଯୋଗ୍ୟତା ଉପରେ ବିଶେଷ ପ୍ରଭାବ ରହିଛି । ବାଲି ଭଳି ପାରମ୍ପରିକ ଫିଲର୍ ସାମଗ୍ରୀର ସୁଦୃଢ଼ତା ଉପରେ କୌଣସି ଅବଦାନ ନ ଥାଏ କିନ୍ତୁ ତାହା ଢାଞ୍ଚାର ଜଡ଼ ଭାରକୁ ବୃଦ୍ଧି କରିଥାଏ । ଅଧିକନ୍ତୁ, ଏହି ପ୍ରକ୍ରିୟା ଶ୍ରମସାପେକ୍ଷ, ମନ୍ଥର ଏବଂ ମହଙ୍ଗା ହୋଇଥାଏ । ଏବଂ ଆମେ ବାଲିର ଜଡ଼ ଭାରକୁ କ୍ଷତିପୂରଣ କରିବା ପାଇଁ ସୁଦୃଢ଼ତା ପାଇଁ ଓଭରଇଞ୍ଜିନିୟରିଂ କରିଥାଉ, ଏବଂ ତାହା ନୀରବ ଭାବେ ଆମର ଲାଭର ମାର୍ଜିନ୍‌‌କୁ ଖାଇଯାଇଥାଏ ।


ପ୍ରସ୍ତୁତ କରୁଛୁ ଲାଇଟ୍‌‌କନ୍ ଏକ ଉତ୍କୃଷ୍ଟ ହାଲୁକା କଂକ୍ରିଟ୍ ଯାହା ବାଲି ଅପେକ୍ଷା ୫୦% ହାଲୁକା ହୋଇଥାଏ । ଏହାକୁ ସହଜରେ କମ୍ ଶ୍ରମଖର୍ଚ୍ଚ ଓ ଖୁବ୍ ଅଳ୍ପ ସମୟରେ ଯେକୌଣସି ଉଚ୍ଚତାରେ ପମ୍ପ୍ କରାଯାଇପାରିବ । ଏହା ପଲିଷ୍ଟାଇରିନ୍‌‌ଯୁକ୍ତ ଅଲ୍‌‌ଟ୍ରାଟେକ୍ ଲାଇଟ୍‌‌କନ୍ ଏକ ଫଳପ୍ରଦ ଫିଲର୍ ସାମଗ୍ରୀ ଅଟେ ଯାହା ଆପଣଙ୍କୁ ଜଡ଼ ଭାରକୁ ହ୍ରାସ କରିବା ଏବଂ ନଭଶ୍ଚୁମ୍ଭୀ ଅଟ୍ଟାଳିକା ନିର୍ମାଣ କରିବାରେ ସାହାଯ୍ୟ କରିଥାଏ । ଉଭୟ ଢାଞ୍ଚାଗତ ସ୍ଥିରତା ଏବଂ ଆପଣଙ୍କର ଲାଭଯୋଗ୍ୟତାକୁ ବୃଦ୍ଧି କରିବା ଏବେ ସମ୍ଭବ ଅଟେ, ଅଲ୍‌‌ଟ୍ରାଟେକ୍ ଲାଇଟ୍‌‌କନ୍ ସହିତ ।


ଲାଭ



ବୈଷୟିକ ବିନିର୍ଦ୍ଦିଷ୍ଟତା


କଂକ୍ରିଟ୍‌‌ରେ ଫୋମ୍ ଏବଂ ପଲିଷ୍ଟାଇରିନ୍‌‌‌‌ର ଏକସମାନ ମିଶ୍ରଣ

ଏହି ସମରୂପୀ ମିଶ୍ରଣ ଉତ୍କୃଷ୍ଟ ତନନ ସୁଦୃଢ଼ତା ସହିତ ଚରମ ସୁଦୃଢ଼ତା ଏବଂ ସ୍ଥାୟିତ୍ୱ ପ୍ରଦାନ କରିଥାଏ ।

logo

ସାମଗ୍ରୀ ଘନତ୍ୱ: ୬୦୦-୧୫୦୦ କିଗ୍ରା

logo

ସାମଗ୍ରୀର ସୁଦୃଢ଼ତା ୧ରୁ ୫ ଏମ୍‌‌ପିଏ ୨୮ ଦିନରେ

ଉଚ୍ଚ ସାମଗ୍ରୀ ସୁଦୃଢ଼ତା ସହିତ, ଭାରି ଓଜନକୁ ସମ୍ଭାଳିବା ଏବଂ ୨୮ ଦିନରେ ଆପଣଙ୍କୁ ଏକ ସଲିଡ୍ ଫାଉଣ୍ଡେସନ ଦେବା ପାଇଁ ଆପଣ ଅଲ୍‌‌ଟ୍ରାଟେକ୍ ଲାଇଟ୍‌‌କନ୍ ଉପରେ ଭରସା କରିପାରିବେ ।

logo

ସେଟିଂ ସମୟ: ୨୪ ଘଣ୍ଟା

୨୪ ଘଣ୍ଟା ମଧ୍ୟରେ, ଅଲ୍‌‌ଟ୍ରାଟେକ୍ ଲାଇଟ୍‌‌କନ୍ ଲାଇଟ୍‌‌ୱେଟ୍ କଂକ୍ରିଟ୍ ଆପଣଙ୍କୁ ଆପଣଙ୍କ ନିର୍ମାଣ ପାଇଁ ଏକ ସୁଦୃଢ଼ ଏବଂ ଦୀର୍ଘସ୍ଥାୟୀ ଢାଞ୍ଚା ଦେଇଥାଏ ।

logo

ଉତ୍କୃଷ୍ଟ କାର୍ଯ୍ୟଯୋଗ୍ୟତା

ଅଲ୍‌‌ଟ୍ରାଟେକ୍ ଲାଇଟ୍‌‌କନ୍‌‌ର ଉତ୍କୃଷ୍ଟ କାର୍ଯ୍ୟଯୋଗ୍ୟତା ସଦ୍ୟ ପ୍ରସ୍ତୁତ କଂକ୍ରିଟ୍‌‌ର ଢଳେଇ, ଏକତ୍ରୀକରଣ ଏବଂ ଫିନିଶିଂରେ ସହଜତାକୁ ଗ୍ୟାରେଣ୍ଟିଯୁକ୍ତ କରିଥାଏ, ସମରୂପତାର ନ୍ୟୂନତମ ହାନି ସହିତ ।

logo

ଉଚ୍ଚ ମାନର ତାପ ଏବଂ ଧ୍ୱନି ଇନ୍‌‌ସୁଲେଶନ୍

ଅଲ୍‌‌ଟ୍ରାଟେକ୍ ଲାଇଟ୍‌‌କନ୍‌‌ର ଉଚ୍ଚ ମାନର ତାପଜ ଏବଂ ଧ୍ୱନି ଅବରୋଧି କ୍ଷମତା ଉତ୍କୃଷ୍ଟ ତାପ ଏବଂ ଧ୍ୱନି ନିରୋଧୀ ଟେକ୍ନୋଲୋଜି ଅନ୍ତରୀୟ ତାପମାତ୍ରାକୁ ୮୦ ଡିଗ୍ରୀ ସେଲ୍‌‌ସିୟସ ପର୍ଯ୍ୟନ୍ତ ହ୍ରାସ କରିଥାଏ ।

logo



ପ୍ରୟୋଗ କ୍ଷେତ୍ରଗୁଡ଼ିକ


ଟାଇଲିଂ ଏବଂ ଧସି ରହୁଥିବା ସ୍ଲାବ୍

ଅ‌ଲ୍‌‌ଟ୍ରାଟେକ୍ ଲାଇଟ୍‌‌କନ୍‌‌କୁ ଟାଇଲିଂ ଏବଂ ଧସି ରହୁଥିବା ସ୍ଲାବ୍‌‌ ତଳେ ବେସ୍ କୋର୍ସ ଭାବେ ବ୍ୟବହାର କରାଯାଇପାରିବ ଏବଂ ତାହାକୁ ଉତ୍କୃଷ୍ଟ ସୁଦୃଢ଼ତା ସହିତ ସଲିଡ୍ ଫାଉଣ୍ଡେସନ୍ ଯୋଗାଇବ ।

logo

ଡେକ୍ ଏବଂ ଛାତ

ଏହାର ଥର୍ମାଲ୍ ଇନସ୍ୟୁଲେଶନ୍ ଗୁଣ କାରଣରୁ ହିଟ୍ ଇନ୍‌‌ସୁଲେଶନ୍ ଡେକ୍ ଏବଂ ଛାତରେ ବ୍ୟବହାର ପାଇଁ ଏହା ଆଦର୍ଶ ଅଟେ ।

logo

ଫିଲର୍ ସାମଗ୍ରୀ

ଅଲ୍‌‌ଟ୍ରାଟେକ୍ ଲାଇଟ୍‌‌କନ୍‌‌ର ଉତ୍କୃଷ୍ଟ ଗଳନ ଏବଂ ପ୍ରବାହ ଗୁଣ ରହିଛି ଯାହା ତାହାକୁ ଫିଲର୍ ସାମଗ୍ରୀ ଭାବେ ବ୍ୟବହୃତ ହେବା ପାଇଁ ସର୍ବୋପଯୁକ୍ତ କରିଥାଏ ।

logo




ନିଷ୍କର୍ସ

ଆପଣ ଥର୍ମୋକନ୍ ପ୍ଲସ୍ ସମେତ ଅଲ୍‌‌ଟ୍ରାଟେକ୍‌‌ର ବିଶାଳ ହୋମ୍ ବିଲ୍‌‌ଡିଂ ସଲ୍ୟୁସନ୍ସର ବର୍ଗମାଳାକୁ ନିଜର ନିକଟତମ ଅଲ୍‌‌ଟ୍ରାଟେକ୍ ହୋମ୍ ଏକ୍ସପର୍ଟ ଷ୍ଟୋର୍‌‌ରୁ କ୍ରୟ କରିପାରିବେ ।






ଅଧିକ ଆଶ୍ଚର୍ଯ୍ୟଜନକ ସମାଧାନ |



ପ୍ଲାଣ୍ଟ ଲୋକେଟର୍

ଅଲ୍‌ଟ୍ରାଟେକ୍ ଆର୍‌ଏମ୍‌ସି ଉତ୍ପାଦଗୁଡ଼ିକର ନୂଆ ଶୃଙ୍ଖଳା ସହିତ ନିଜ ଘର ତିଆରି କରନ୍ତୁ, ଆପଣଙ୍କ ଅଞ୍ଚଳର ନିକଟତମ ଆର୍‌ଏମ୍‌ସି ପ୍ଲାଣ୍ଟ ଠାବ କରନ୍ତୁ

map

ସମ୍ପର୍କ କରନ୍ତୁ

ନିଜର ପ୍ରଶ୍ନଗୁଡ଼ିକର ଉତ୍ତର ପାଇବା ପାଇଁ ଅଲ୍‌ଟ୍ରାଟେକ୍ ଏକ୍ସପର୍ଟମାନଙ୍କ ସହିତ ସମ୍ପର୍କ କରନ୍ତୁ

telephone

Loading....